କୋଭିଡ୍‌ ନେଲାଣି ୧୨ରୁ ଅଧିକ ସାମ୍ବାଦିକଙ୍କ ଜୀବନ

ଯଥାଶୀଘ୍ର ପରିବାରକୁ ୧୫ଲକ୍ଷ ସହାୟତା‌ ରାଶି ପ୍ରଦାନ ପାଇଁ ଦାବି ଭୁବନେଶ୍ବର : ଦ୍ବିତୀୟ ଲହରରେ ମାତ୍ର ଗୋଟିଏ ମାସ ମଧ୍ୟରେ କୋଭିଡ୍‌ ନେଲାଣି ୧୨ରୁ ଊର୍ଧ୍ବ ସାମ୍ବାଦିକଙ୍କ ଜୀବନ। ଏଥିରେ ଉଭୟ ଛପା, ବୈଦ୍ୟୁତିକ, ୱେବ୍‌ ଚ୍ୟାନେଲର ସାମ୍ବାଦିକ ରହିଛନ୍ତି। ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକମାନଙ୍କୁ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାର ମାନ୍ୟତା ଦିଆଯାଇଛି। ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ମୃତ ସାମ୍ବାଦିକମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ସହାୟତା … Continue reading କୋଭିଡ୍‌ ନେଲାଣି ୧୨ରୁ ଅଧିକ ସାମ୍ବାଦିକଙ୍କ ଜୀବନ